ଆୟରଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା, ଭାରି ପଡ଼ିଲା ଧିମା ବୋଲିଂ

କନକ ବ୍ୟୁରୋ: ପଞ୍ଜାବ କିଙ୍ଗ୍ସ ବିଜୟରୁ ଆଇପିଏଲ୍‌ ଅଭିଯାନ ଆରମ୍ଭ କରିଛି । ଏହି ଖୁସି ସହ ଦଳ ପାଇଁ ଦୁଃଖ ଖବର ବି ଆସିଛି । ଧିମା ଓଭର‌-ରେଟ୍‌ ଲାଗି ଦଳର ଅଧିନାୟ ଶ୍ରେୟସ ଆୟରଙ୍କୁ ଜରିମାନା ହୋଇଛି । ନ୍ୟୁଚଣ୍ଡିଗଡ଼ରେ ମଙ୍ଗଳବାର ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ସମୟରେ କମ୍‌ ଓଭର ପକାଇଥିଲା । ଆଇପିଏଲ୍‌ ନିୟମ ଅନୁଯାୟୀ ସମୟ ଅନୁଯାୟୀ ବୋଲିଂ ନ କରିବା ଅଧିନାୟକଙ୍କ ଦାୟିତ୍ବହିନତା । ଏହା ବି ପଢ଼ନ୍ତୁ: ଫିଫା ମାନ୍ୟତାରେ ୫ ସ୍ଥାନ ଉଠିଲା ଭାରତ ସର୍ବନିମ୍ନ ଓଭର-ରେଟ୍ ଅପରାଧ ଆଇପିଏଲ୍‌ ଦଣ୍ଡ ଆଚରଣ ସଂହିତାର ଧାରା ୨.୨୨ ଅଧୀନ ଅନୁଯାୟୀ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ତେଣୁ ଆୟରଙ୍କ ଉପରେ ଏହି ଜରିମାନା ଲାଗିଛି । ଆୟର ଦୋଷ ମାନିଯିବାରୁ ପରବର୍ତ୍ତୀ ଶୁଣାଣିର ଆବଶ୍ୟକତା ରହିନି । ଏହା ଦଳର ପ୍ରଥମ ଦୋଷ ହୋଇଥିବାରୁ ବଡ଼ ଦଣ୍ଡରୁ ଆୟାର ଓ ତାଙ୍କ ଦଳ ବଞ୍ଚିଯାଇଛି । ଏହା ମଧ୍ୟ ଚଳିତ ଆଇପିଏଲ୍‌ର ପ୍ରଥମ ଦୋଷ ।  

Apr 1, 2026 - 22:05
 0  2
ଆୟରଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା, ଭାରି ପଡ଼ିଲା ଧିମା ବୋଲିଂ

କନକ ବ୍ୟୁରୋ: ପଞ୍ଜାବ କିଙ୍ଗ୍ସ ବିଜୟରୁ ଆଇପିଏଲ୍‌ ଅଭିଯାନ ଆରମ୍ଭ କରିଛି । ଏହି ଖୁସି ସହ ଦଳ ପାଇଁ ଦୁଃଖ ଖବର ବି ଆସିଛି । ଧିମା ଓଭର‌-ରେଟ୍‌ ଲାଗି ଦଳର ଅଧିନାୟ ଶ୍ରେୟସ ଆୟରଙ୍କୁ ଜରିମାନା ହୋଇଛି । ନ୍ୟୁଚଣ୍ଡିଗଡ଼ରେ ମଙ୍ଗଳବାର ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ସମୟରେ କମ୍‌ ଓଭର ପକାଇଥିଲା । ଆଇପିଏଲ୍‌ ନିୟମ ଅନୁଯାୟୀ ସମୟ ଅନୁଯାୟୀ ବୋଲିଂ ନ କରିବା ଅଧିନାୟକଙ୍କ ଦାୟିତ୍ବହିନତା ।

ଏହା ବି ପଢ଼ନ୍ତୁ: ଫିଫା ମାନ୍ୟତାରେ ୫ ସ୍ଥାନ ଉଠିଲା ଭାରତ

ସର୍ବନିମ୍ନ ଓଭର-ରେଟ୍ ଅପରାଧ ଆଇପିଏଲ୍‌ ଦଣ୍ଡ ଆଚରଣ ସଂହିତାର ଧାରା ୨.୨୨ ଅଧୀନ ଅନୁଯାୟୀ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ତେଣୁ ଆୟରଙ୍କ ଉପରେ ଏହି ଜରିମାନା ଲାଗିଛି । ଆୟର ଦୋଷ ମାନିଯିବାରୁ ପରବର୍ତ୍ତୀ ଶୁଣାଣିର ଆବଶ୍ୟକତା ରହିନି । ଏହା ଦଳର ପ୍ରଥମ ଦୋଷ ହୋଇଥିବାରୁ ବଡ଼ ଦଣ୍ଡରୁ ଆୟାର ଓ ତାଙ୍କ ଦଳ ବଞ୍ଚିଯାଇଛି । ଏହା ମଧ୍ୟ ଚଳିତ ଆଇପିଏଲ୍‌ର ପ୍ରଥମ ଦୋଷ ।  

What's Your Reaction?

like

dislike

love

funny

angry

sad

wow