ମହାନଦୀ ପ୍ରସଙ୍ଗରେ ତେଜିଲା ରାଜନୀତି, ବିଜେଡି-ବିଜେପି ମୁହାଁମୁହିଁ
କନକ ବ୍ୟୁରୋ: ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକ ନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କୁ ୧୦ ପ୍ରଶ୍ନ ପଚାରିଲା ବିଜେଡି । ମହାନଦୀ ହେଉଛି ଓଡ଼ିଶାର ଜୀବନ ଧାରା । ରାଜ୍ୟର ୧୬ ଜିଲ୍ଲା ଏହା ଉପରେ ଭରଷା କରନ୍ତି। ହେଲେ ମହାନଦୀକୁ କିପରି ରକ୍ଷା କରିବାକୁ ବିଜେପି ସରକାର କାମ କରୁଛି ତାହା ସ୍ପଷ୍ଟ ହୋଇନି । ଅଧିକ ପଢ଼ନ୍ତୁ:ଆବାସ ଯୋଜନା ଅନିୟମିତତା: ଅଧିକାରୀଙ୍କୁ ତାଗିଦ ଦେଲେ ମନ୍ତ୍ରୀ ବୈଠକରେ ଆଲୋଚନା କଣ କଲେ ତାହା ସାର୍ବଜନୀନ କାହିଁକି କରୁନାହାନ୍ତି ସରକାର ବୋଲି ପ୍ରଶ୍ନ କରିଛି ଦଳ। ଓଡ଼ିଶାର ସ୍ୱାର୍ଥରେ ନିଷ୍ପତ୍ତି ହୋଇଥିଲେ ସରକାର କହି ସାରିଥାନ୍ତେ। ଏ ସରକାର ଛତିଶଗଡ଼ ପାଖରେ ଆତ୍ମ ସମର୍ପଣ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସେପଟେ ବିଜେପି ମଧ୍ୟ ବିଜେଡିକୁ ଦେଇଛି କଡ଼ା ଜବାବ।

କନକ ବ୍ୟୁରୋ: ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକ ନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କୁ ୧୦ ପ୍ରଶ୍ନ ପଚାରିଲା ବିଜେଡି । ମହାନଦୀ ହେଉଛି ଓଡ଼ିଶାର ଜୀବନ ଧାରା । ରାଜ୍ୟର ୧୬ ଜିଲ୍ଲା ଏହା ଉପରେ ଭରଷା କରନ୍ତି। ହେଲେ ମହାନଦୀକୁ କିପରି ରକ୍ଷା କରିବାକୁ ବିଜେପି ସରକାର କାମ କରୁଛି ତାହା ସ୍ପଷ୍ଟ ହୋଇନି ।
ଅଧିକ ପଢ଼ନ୍ତୁ:ଆବାସ ଯୋଜନା ଅନିୟମିତତା: ଅଧିକାରୀଙ୍କୁ ତାଗିଦ ଦେଲେ ମନ୍ତ୍ରୀ
ବୈଠକରେ ଆଲୋଚନା କଣ କଲେ ତାହା ସାର୍ବଜନୀନ କାହିଁକି କରୁନାହାନ୍ତି ସରକାର ବୋଲି ପ୍ରଶ୍ନ କରିଛି ଦଳ। ଓଡ଼ିଶାର ସ୍ୱାର୍ଥରେ ନିଷ୍ପତ୍ତି ହୋଇଥିଲେ ସରକାର କହି ସାରିଥାନ୍ତେ। ଏ ସରକାର ଛତିଶଗଡ଼ ପାଖରେ ଆତ୍ମ ସମର୍ପଣ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ସେପଟେ ବିଜେପି ମଧ୍ୟ ବିଜେଡିକୁ ଦେଇଛି କଡ଼ା ଜବାବ।
What's Your Reaction?



