ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଲେ ନବୀନ କହିଲେ, ବିଜୁ ବାବୁଙ୍କ ନାଁରେ ଟ୍ରଷ୍ଟ ପାଇଁ ନେଇଥିଲି ନିଷ୍ପତ୍ତି

କନକ ବ୍ୟୁରୋ: ବିଜୁ-ନବୀନ ଇନ୍ସପିରେସନାଲ୍ ଫାଉଣ୍ଡେସନ ନେଇ ମୁହଁ ଖୋଲିଲେ ନବୀନ। ଏନେଇ ରଖିଲେ ସ୍ପଷ୍ଟୀକରଣ। କହିଲେ, ବିଜୁ ବାବୁ ୪ଟି କାମ ପାଇଁ ଜଣାଶୁଣା ଥିଲେ। ମୋ ଭାଇ ଭଉଣୀ ମୋତେ ଆନନ୍ଦ ଭବନ ଦାନ କରିଛନ୍ତି। ବେକ ଅପରେସନ ପାଇଁ ବମ୍ବେ-ଦିଲ୍ଲୀ ଯାଇଥିଲି। ଓକିଲ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ ଦେଖା ସାକ୍ଷାତ କରିଥିଲି। ତାପରେ ଟ୍ରଷ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ଗୁରୁତର ବେକ ଅପରେସନ ପୂର୍ବରୁ ବିଜୁ ବାବୁଙ୍କ ନାଁରେ ଓଡ଼ିଶାବାସୀଙ୍କ ପାଇଁ ଟ୍ରଷ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଏକ ଲକ୍ଷ ଟଙ୍କା ଦେଇଥିଲି। ଏହି ଫଣ୍ଡରେ ବିଜେଡି କିମ୍ଭା ଅନ୍ୟ କିଛି ଫଣ୍ଡ ନାହିଁ। ଗଣମାଧ୍ୟମ ଏହାକୁ ନେଇ ନେଗେଟିଭ ଷ୍ଟୋରୀ କରୁଥିବା ନବୀନ କହିଛନ୍ତି।  ଆହୁରି ପଢ଼ନ୍ତୁ : ଭାରତୀୟଙ୍କ ପାଇଁ ଖୁସି ଖବର, ହର୍ମୁଜ ପ୍ରଣାଳୀ ପାର ହୋଇ ଭାରତ ପହଂଚିଲା ତୈଳ ଟ୍ୟାଙ୍କର

Mar 18, 2026 - 19:36
 0  3
ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଲେ ନବୀନ କହିଲେ, ବିଜୁ ବାବୁଙ୍କ ନାଁରେ ଟ୍ରଷ୍ଟ ପାଇଁ ନେଇଥିଲି ନିଷ୍ପତ୍ତି

କନକ ବ୍ୟୁରୋ: ବିଜୁ-ନବୀନ ଇନ୍ସପିରେସନାଲ୍ ଫାଉଣ୍ଡେସନ ନେଇ ମୁହଁ ଖୋଲିଲେ ନବୀନ। ଏନେଇ ରଖିଲେ ସ୍ପଷ୍ଟୀକରଣ। କହିଲେ, ବିଜୁ ବାବୁ ୪ଟି କାମ ପାଇଁ ଜଣାଶୁଣା ଥିଲେ। ମୋ ଭାଇ ଭଉଣୀ ମୋତେ ଆନନ୍ଦ ଭବନ ଦାନ କରିଛନ୍ତି। ବେକ ଅପରେସନ ପାଇଁ ବମ୍ବେ-ଦିଲ୍ଲୀ ଯାଇଥିଲି। ଓକିଲ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ ଦେଖା ସାକ୍ଷାତ କରିଥିଲି। ତାପରେ ଟ୍ରଷ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ଗୁରୁତର ବେକ ଅପରେସନ ପୂର୍ବରୁ ବିଜୁ ବାବୁଙ୍କ ନାଁରେ ଓଡ଼ିଶାବାସୀଙ୍କ ପାଇଁ ଟ୍ରଷ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଏକ ଲକ୍ଷ ଟଙ୍କା ଦେଇଥିଲି। ଏହି ଫଣ୍ଡରେ ବିଜେଡି କିମ୍ଭା ଅନ୍ୟ କିଛି ଫଣ୍ଡ ନାହିଁ। ଗଣମାଧ୍ୟମ ଏହାକୁ ନେଇ ନେଗେଟିଭ ଷ୍ଟୋରୀ କରୁଥିବା ନବୀନ କହିଛନ୍ତି।

 ଆହୁରି ପଢ଼ନ୍ତୁ : ଭାରତୀୟଙ୍କ ପାଇଁ ଖୁସି ଖବର, ହର୍ମୁଜ ପ୍ରଣାଳୀ ପାର ହୋଇ ଭାରତ ପହଂଚିଲା ତୈଳ ଟ୍ୟାଙ୍କର

What's Your Reaction?

like

dislike

love

funny

angry

sad

wow