ଶୂନ୍ୟକାଳରେ ବିଜୁ-ନବୀନ ଫାଉଣ୍ଡେସନକୁ ନେଇ ବିଜେପିର ତୀବ୍ର ଆକ୍ରମଣ

କନକ ବ୍ୟୁରୋ : ଶୂନ୍ୟକାଳରେ ବିଜୁ ନବୀନ ଇନ୍ସପେରେସନାଲ ଫାଉଣ୍ଡେସନ କଥା ଉଠାଇଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ରାଜ୍ୟସଭାକୁ ସଂତୃପ୍ତ ମିଶ୍ର ଯିବା ପରେ ସେ ଏକ ରାଜନୈତିକ ଫାଉଣ୍ଡେସନର ସମ୍ପାଦକ ଥିବା ଜଣାପଡ଼ିଲା ।  ଓଡ଼ିଶାର ଅର୍ଥକୁ ଲୁଟ ପାଇଁ ଏହା ଗଠନ କରାଯାଇଛି । ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଏହି ଫାଉଣ୍ଡେସନ ଗଠନ ହୋଇଥିବା କଥା କୁହାଯାଇଛି । ଓଡ଼ିଶାରେ ନ କରି କାହିଁକି ଦିଲ୍ଲୀରେ ଗଠନ କରାଗଲା । ଜଣେ ଅଣଓଡ଼ିଆ ସନ୍ୟାସୀ ଏହାର ସର୍ବେ ସର୍ବା  । ବିରୋଧୀ ଦଳ ନେତାଙ୍କୁ ନିଜ ଦଳର ବିଧାୟକ ଏ ନେଇ ପଚାରି ଥିଲେ ବି ସେ ମନା କରିଥିଲେ । ଶୂନ୍ୟକାଳରେ ବିଜେଡ଼ି କଂଗ୍ରେସକୁ ଧୋଇଲେ ବିଜେପି ବିଧାୟକ ବାବୁ ସିଂ । ବିଜେପି ବିଧାୟକ ବାବୁ ସିଂଙ୍କ ବକ୍ତବ୍ୟ । ରାଜ୍ୟରେ ଏବେ ବିକ୍ରମ -ବେତାଳ ଏକାଠି ।  ବିଜେଡିକୁ ବାବୁଙ୍କ ପ୍ରଶ୍ନ , ରାଜ୍ୟସଭାରେ ବିଜେପି ସପକ୍ଷରେ ଭୋଟ ଦେଲା ବେଳେ ବେଇମାନ ନ ଥିଲେ ବିଜେଡି ସାଂସଦ ।  ଏବେ କାହିଁକି ବିଜେଡି ବିଧାୟକ ବେଈମାନ ? ଏସସିବିରେ ଘଟିଥିବା ଦୁର୍ଘଟଣା ଆକସ୍ମିକ ଥିଲା । ବିରୋଧୀ ଦଳ ସରକାରର ଗୋଟିଏ ଅଙ୍ଗ । ଅଧିକ ପଢନ୍ତୁ : ଟ୍ରଷ୍ଟ ଗଠନ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ : କହିଲେ, ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ ଦୁଇ ଦିନ ତଳେ ମୁହଁରେ କଳା ଏମିତି ବୋଳା ହୋଇଛି ସଭାପତି ମାନେ ମୁହଁ ଦେଖେଇ ପାରୁନାହାନ୍ତି । ତାମିଲନାଡୁରୁ ଆସି ଲୁଙ୍ଗି ରାଜନୀତି କରୁଥିଲେ ମୁଖା ଖୋଲି ଯାଇଛି । ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୋରରୁ ମେଡିକାଲ ଯାଇ ଘଟଣାର ତର୍ଜମା କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ କହି ସାରିଛନ୍ତି । ଦିଲ୍ଲୀରେ ବିଜୁ - ନବୀନ ଇନ୍ସପେରେସନାଲ ଫାଉଣ୍ଡେସନ ନା ରେ ଦିଲ୍ଲୀରେ ଟ୍ରଷ୍ଟ ଖୋଲାଯାଇଛି । ହଜାର ହଜାର କୋଟି ଟଙ୍କା ହଡ଼ପ ପାଇଁ ଯୋଜନା ଚାଲିଛି । 

Mar 18, 2026 - 19:36
 0  2
ଶୂନ୍ୟକାଳରେ ବିଜୁ-ନବୀନ ଫାଉଣ୍ଡେସନକୁ ନେଇ ବିଜେପିର ତୀବ୍ର ଆକ୍ରମଣ

କନକ ବ୍ୟୁରୋ : ଶୂନ୍ୟକାଳରେ ବିଜୁ ନବୀନ ଇନ୍ସପେରେସନାଲ ଫାଉଣ୍ଡେସନ କଥା ଉଠାଇଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ରାଜ୍ୟସଭାକୁ ସଂତୃପ୍ତ ମିଶ୍ର ଯିବା ପରେ ସେ ଏକ ରାଜନୈତିକ ଫାଉଣ୍ଡେସନର ସମ୍ପାଦକ ଥିବା ଜଣାପଡ଼ିଲା ।  ଓଡ଼ିଶାର ଅର୍ଥକୁ ଲୁଟ ପାଇଁ ଏହା ଗଠନ କରାଯାଇଛି । ସାମାଜିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଏହି ଫାଉଣ୍ଡେସନ ଗଠନ ହୋଇଥିବା କଥା କୁହାଯାଇଛି । ଓଡ଼ିଶାରେ ନ କରି କାହିଁକି ଦିଲ୍ଲୀରେ ଗଠନ କରାଗଲା । ଜଣେ ଅଣଓଡ଼ିଆ ସନ୍ୟାସୀ ଏହାର ସର୍ବେ ସର୍ବା  । ବିରୋଧୀ ଦଳ ନେତାଙ୍କୁ ନିଜ ଦଳର ବିଧାୟକ ଏ ନେଇ ପଚାରି ଥିଲେ ବି ସେ ମନା କରିଥିଲେ ।

ଶୂନ୍ୟକାଳରେ ବିଜେଡ଼ି କଂଗ୍ରେସକୁ ଧୋଇଲେ ବିଜେପି ବିଧାୟକ ବାବୁ ସିଂ । ବିଜେପି ବିଧାୟକ ବାବୁ ସିଂଙ୍କ ବକ୍ତବ୍ୟ । ରାଜ୍ୟରେ ଏବେ ବିକ୍ରମ -ବେତାଳ ଏକାଠି ।  ବିଜେଡିକୁ ବାବୁଙ୍କ ପ୍ରଶ୍ନ , ରାଜ୍ୟସଭାରେ ବିଜେପି ସପକ୍ଷରେ ଭୋଟ ଦେଲା ବେଳେ ବେଇମାନ ନ ଥିଲେ ବିଜେଡି ସାଂସଦ ।  ଏବେ କାହିଁକି ବିଜେଡି ବିଧାୟକ ବେଈମାନ ? ଏସସିବିରେ ଘଟିଥିବା ଦୁର୍ଘଟଣା ଆକସ୍ମିକ ଥିଲା । ବିରୋଧୀ ଦଳ ସରକାରର ଗୋଟିଏ ଅଙ୍ଗ ।

ଅଧିକ ପଢନ୍ତୁ : ଟ୍ରଷ୍ଟ ଗଠନ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ : କହିଲେ, ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ

ଦୁଇ ଦିନ ତଳେ ମୁହଁରେ କଳା ଏମିତି ବୋଳା ହୋଇଛି ସଭାପତି ମାନେ ମୁହଁ ଦେଖେଇ ପାରୁନାହାନ୍ତି । ତାମିଲନାଡୁରୁ ଆସି ଲୁଙ୍ଗି ରାଜନୀତି କରୁଥିଲେ ମୁଖା ଖୋଲି ଯାଇଛି । ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୋରରୁ ମେଡିକାଲ ଯାଇ ଘଟଣାର ତର୍ଜମା କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ କହି ସାରିଛନ୍ତି । ଦିଲ୍ଲୀରେ ବିଜୁ - ନବୀନ ଇନ୍ସପେରେସନାଲ ଫାଉଣ୍ଡେସନ ନା ରେ ଦିଲ୍ଲୀରେ ଟ୍ରଷ୍ଟ ଖୋଲାଯାଇଛି । ହଜାର ହଜାର କୋଟି ଟଙ୍କା ହଡ଼ପ ପାଇଁ ଯୋଜନା ଚାଲିଛି । 

What's Your Reaction?

like

dislike

love

funny

angry

sad

wow