ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ସକାଳ ୯ଟା ୩୦ ମିନିଟ୍‌ରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହ ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନେଇ ଚର୍ଚ୍ଚା କରିପାରନ୍ତି । ଅଧିକ ପଢ଼ନ୍ତୁ : ଇଟାଲୀ ପାଖରେ ପ୍ରଯୁକ୍ତିବିଦ୍ୟା, ଭାରତ ପାଖରେ ପ୍ରତିଭା : ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ ରଣନୈତିକ ସହଭାଗୀତା ଏବଂ ବାଣିଜ୍ୟକୁ ପ୍ରୋତ୍ସାହନ ଦେବ  ଦିଲ୍ଲୀ ଗସ୍ତ ଅବସରରେ ସେ କିଛି କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରିପାରନ୍ତି ।

May 25, 2026 - 09:16
 0  0
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ସକାଳ ୯ଟା ୩୦ ମିନିଟ୍‌ରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହ ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନେଇ ଚର୍ଚ୍ଚା କରିପାରନ୍ତି ।

ଅଧିକ ପଢ଼ନ୍ତୁ : ଇଟାଲୀ ପାଖରେ ପ୍ରଯୁକ୍ତିବିଦ୍ୟା, ଭାରତ ପାଖରେ ପ୍ରତିଭା : ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ ରଣନୈତିକ ସହଭାଗୀତା ଏବଂ ବାଣିଜ୍ୟକୁ ପ୍ରୋତ୍ସାହନ ଦେବ

 ଦିଲ୍ଲୀ ଗସ୍ତ ଅବସରରେ ସେ କିଛି କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରିପାରନ୍ତି ।

What's Your Reaction?

like

dislike

love

funny

angry

sad

wow