କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ , ଝିଅ ଆଗରେ ବାପାକୁ ପଥରରେ ଛେଚି ହତ୍ୟା

କନକ ବ୍ୟୁରୋ : ଝିଅ ଆଗରେ ବାପାକୁ ପଥରରେ ଛେଚି ହତ୍ୟା । ଦାଦାଙ୍କୁ ପଥରରେ ଛେଚି ମାରିଦେଲା ପୁତୁରା । କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳରେ ଘଟିଛି ଏ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ମୃତକଙ୍କ ନାଁ ବାବୁଲା ବାରିକ୍ । ଅଧିକ ପଢ଼ନ୍ତୁ : ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଷଡ଼ଯନ୍ତ୍ର ବିଫଳ, ପଢ଼ନ୍ତୁ ହତ୍ୟା କରିବାକୁ କିଏ କରିଥିଲା ଯୋଜନା ବାବୁଲା ନିଜ ଝିଅର ଖାଇବା ଆଣିବାକୁ ଘର ପାଖ ହୋଟେଲକୁ ଯାଉଥିବାବେଳେ ତାଙ୍କ ପୁତୁରା ଓ ଅନ୍ୟ ସଂପର୍କୀୟମାନେ ଆକ୍ରମଣ କରିବା ସହ ଏକ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଅଭିଯୁକ୍ତମାନେ ଫେରାର ଥିବାବେଳେ ପୁଲିସ ଘଟଣାର ଛାନଭିନ୍ ଚଳାଇଛି । 

May 25, 2026 - 09:16
 0  0
କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ , ଝିଅ ଆଗରେ ବାପାକୁ ପଥରରେ ଛେଚି ହତ୍ୟା

କନକ ବ୍ୟୁରୋ : ଝିଅ ଆଗରେ ବାପାକୁ ପଥରରେ ଛେଚି ହତ୍ୟା । ଦାଦାଙ୍କୁ ପଥରରେ ଛେଚି ମାରିଦେଲା ପୁତୁରା । କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳରେ ଘଟିଛି ଏ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ମୃତକଙ୍କ ନାଁ ବାବୁଲା ବାରିକ୍ ।

ଅଧିକ ପଢ଼ନ୍ତୁ : ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଷଡ଼ଯନ୍ତ୍ର ବିଫଳ, ପଢ଼ନ୍ତୁ ହତ୍ୟା କରିବାକୁ କିଏ କରିଥିଲା ଯୋଜନା

ବାବୁଲା ନିଜ ଝିଅର ଖାଇବା ଆଣିବାକୁ ଘର ପାଖ ହୋଟେଲକୁ ଯାଉଥିବାବେଳେ ତାଙ୍କ ପୁତୁରା ଓ ଅନ୍ୟ ସଂପର୍କୀୟମାନେ ଆକ୍ରମଣ କରିବା ସହ ଏକ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଅଭିଯୁକ୍ତମାନେ ଫେରାର ଥିବାବେଳେ ପୁଲିସ ଘଟଣାର ଛାନଭିନ୍ ଚଳାଇଛି । 

What's Your Reaction?

like

dislike

love

funny

angry

sad

wow