ପ୍ରଶ୍ନକାଳ ଆରମ୍ଭରୁ ଜୋରଦାର ନାରାବାଜି; ସାଢ଼େ ୧୧ ଯାଏଁ ଗୃହ ମୁଲତବି
କନକ ବ୍ୟୁରୋ : ଆଜି ନବି ସୁରୁଖୁରୁରରେ ଚାଲିପାରିଲାନି ଗୃହ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ନାରାବାଜି । SCB ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଗୃହକୁ ଦିନ ସାଢ଼େ ୧୧ ଯାଏଁ ମୁଲତବି ରଖିଲେ ବାଚସ୍ପତି ।

What's Your Reaction?