ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ , ବେରୁତରେ ୬ ମୃତ

କନକ ବ୍ୟୁରୋ : ଇସ୍ରାଏଲ ପୁଣି ଥରେ ଲେବାନନ ଉପରେ ଜୋରଦାର ଆକ୍ରମଣ କରିଛି । ବେରୁତରେ ଇସ୍ରାଏଲୀ ବିମାନ ଆକ୍ରମଣରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଇରାନ ସମର୍ଥିତ ହିଜବୋଲ୍ଲା ଗୋଷ୍ଠୀ ବିରୁଦ୍ଧରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବା ସହିତ ଲେବାନନର ରାଜଧାନୀକୁ ଥରାଇ ଦେଇଛି । ଇସ୍ରାଏଲୀ ବିମାନ ଆକ୍ରମଣ ହିଜବୋଲ୍ଲା-ନିୟନ୍ତ୍ରିତ ଦକ୍ଷିଣ ବେରୁତରେ ମଧ୍ୟ ଆକ୍ରମଣ କରିଥିଲା । ଅଧିକ ପଢନ୍ତୁ : ବେରୁତରେ ଇସ୍ରାଏଲ ଆକ୍ରମଣରେ ୬ ମୃତ: ଲେବାନନ୍‌ ମଧ୍ୟରାତ୍ରୀରେ ଏୟାର ଷ୍ଟ୍ରାଇକରେ ବେରୁତର ଜୁକାକ୍ ଅଲ୍-ବ୍ଲାଟ୍ ଜିଲ୍ଲାରେ ଏକ ଆପାର୍ଟମେଣ୍ଟ ବ୍ଲକର ଅନେକ ମହଲା ଧ୍ୱଂସ ପାଇଯାଇଥିଲା । ଏହାପରେ ସକାଳ ସମୟରେ, ଏକ ଅଧିକ ଶକ୍ତିଶାଳୀ ଆକ୍ରମଣରେ ବାଚୌରା ପଡ଼ୋଶୀରେ ଏକ ସମ୍ପୂର୍ଣ୍ଣ କୋଠା ଧ୍ୱଂସ ହୋଇଛି । ବାଚୌରା ଆକ୍ରମଣ ପୂର୍ବରୁ, ଇସ୍ରାଏଲୀ ସେନା ସୋସିଆଲ ମିଡିଆରେ ଏକ ଚେତାବନୀ ଜାରି କରିଥିଲା । ଗୋଟିଏ କୋଠାକୁ ହାଇଲାଇଟ୍ କରି ଅଞ୍ଚଳରେ ଥିବା ହିଜବୋଲ୍ଲା ପ୍ରତିଷ୍ଠାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲା । ତେବେ ଜୁକାକ୍ ଅଲ୍-ବ୍ଲାଟ୍ ଏବଂ ବାସ୍ତାରେ ହୋଇଥିବା ଆକ୍ରମଣ ପୂର୍ବରୁ କୌଣସି ଚେତାବନୀ ଜାରି କରାଯାଇ ନଥିଲା ।   

Mar 18, 2026 - 19:36
 0  1
ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ , ବେରୁତରେ ୬ ମୃତ

କନକ ବ୍ୟୁରୋ : ଇସ୍ରାଏଲ ପୁଣି ଥରେ ଲେବାନନ ଉପରେ ଜୋରଦାର ଆକ୍ରମଣ କରିଛି । ବେରୁତରେ ଇସ୍ରାଏଲୀ ବିମାନ ଆକ୍ରମଣରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଇରାନ ସମର୍ଥିତ ହିଜବୋଲ୍ଲା ଗୋଷ୍ଠୀ ବିରୁଦ୍ଧରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବା ସହିତ ଲେବାନନର ରାଜଧାନୀକୁ ଥରାଇ ଦେଇଛି । ଇସ୍ରାଏଲୀ ବିମାନ ଆକ୍ରମଣ ହିଜବୋଲ୍ଲା-ନିୟନ୍ତ୍ରିତ ଦକ୍ଷିଣ ବେରୁତରେ ମଧ୍ୟ ଆକ୍ରମଣ କରିଥିଲା ।

ଅଧିକ ପଢନ୍ତୁ : ବେରୁତରେ ଇସ୍ରାଏଲ ଆକ୍ରମଣରେ ୬ ମୃତ: ଲେବାନନ୍‌

ମଧ୍ୟରାତ୍ରୀରେ ଏୟାର ଷ୍ଟ୍ରାଇକରେ ବେରୁତର ଜୁକାକ୍ ଅଲ୍-ବ୍ଲାଟ୍ ଜିଲ୍ଲାରେ ଏକ ଆପାର୍ଟମେଣ୍ଟ ବ୍ଲକର ଅନେକ ମହଲା ଧ୍ୱଂସ ପାଇଯାଇଥିଲା । ଏହାପରେ ସକାଳ ସମୟରେ, ଏକ ଅଧିକ ଶକ୍ତିଶାଳୀ ଆକ୍ରମଣରେ ବାଚୌରା ପଡ଼ୋଶୀରେ ଏକ ସମ୍ପୂର୍ଣ୍ଣ କୋଠା ଧ୍ୱଂସ ହୋଇଛି । ବାଚୌରା ଆକ୍ରମଣ ପୂର୍ବରୁ, ଇସ୍ରାଏଲୀ ସେନା ସୋସିଆଲ ମିଡିଆରେ ଏକ ଚେତାବନୀ ଜାରି କରିଥିଲା । ଗୋଟିଏ କୋଠାକୁ ହାଇଲାଇଟ୍ କରି ଅଞ୍ଚଳରେ ଥିବା ହିଜବୋଲ୍ଲା ପ୍ରତିଷ୍ଠାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲା । ତେବେ ଜୁକାକ୍ ଅଲ୍-ବ୍ଲାଟ୍ ଏବଂ ବାସ୍ତାରେ ହୋଇଥିବା ଆକ୍ରମଣ ପୂର୍ବରୁ କୌଣସି ଚେତାବନୀ ଜାରି କରାଯାଇ ନଥିଲା । 

 

What's Your Reaction?

like

dislike

love

funny

angry

sad

wow