ଲଣ୍ଡନରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ଅସନ୍ତୋଷ

କନକ ବ୍ୟୁରୋ : ପୁଣି ଅଦିନିଆ ରଥଯାତ୍ରା ଲଣ୍ଡନ ଦେଖିବାକୁ ମିଳିଛି । ତିନି ରଥରେ ମହାପ୍ରଭୁଙ୍କୁ ବସାଇ ରଥଯାତ୍ରା ଅନୁଷ୍ଠିତ କରିଛି ଇସ୍କନ । ଗତକାଲି ଅପରାହ୍ନ ୧୨ ସମୟରେ ଏହି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ଏହାକୁ ନେଇ ସବୁରି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ : ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ, ଆଇନମନ୍ତ୍ରୀ କହିଲେ ବିଦେଶରେ ଥିବା ଇସ୍କନ ଉପରେ ଓଡ଼ିଶା ହେଡକ୍ୱାଟରର ନାହିଁ ନିୟନ୍ତ୍ରଣ ବାରମ୍ବାର ଇସ୍କନ ତାର ମନମାନି ଜାରି ରଖିଛି । ଅତିଥିରେ ମାନଙ୍କରେ ରଥଯାତ୍ରା କରିବା ନେଇ ପ୍ରବାସୀ ଭାରତୀୟ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆସନ୍ତା ୩୦ ତାରିଖରେ କାନାଡ଼ାଠାରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଲଣ୍ଡନ ଠାରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଛି ।

May 25, 2026 - 09:16
 0  1
ଲଣ୍ଡନରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ଅସନ୍ତୋଷ

କନକ ବ୍ୟୁରୋ : ପୁଣି ଅଦିନିଆ ରଥଯାତ୍ରା ଲଣ୍ଡନ ଦେଖିବାକୁ ମିଳିଛି । ତିନି ରଥରେ ମହାପ୍ରଭୁଙ୍କୁ ବସାଇ ରଥଯାତ୍ରା ଅନୁଷ୍ଠିତ କରିଛି ଇସ୍କନ । ଗତକାଲି ଅପରାହ୍ନ ୧୨ ସମୟରେ ଏହି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ଏହାକୁ ନେଇ ସବୁରି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ : ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ, ଆଇନମନ୍ତ୍ରୀ କହିଲେ ବିଦେଶରେ ଥିବା ଇସ୍କନ ଉପରେ ଓଡ଼ିଶା ହେଡକ୍ୱାଟରର ନାହିଁ ନିୟନ୍ତ୍ରଣ

ବାରମ୍ବାର ଇସ୍କନ ତାର ମନମାନି ଜାରି ରଖିଛି । ଅତିଥିରେ ମାନଙ୍କରେ ରଥଯାତ୍ରା କରିବା ନେଇ ପ୍ରବାସୀ ଭାରତୀୟ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆସନ୍ତା ୩୦ ତାରିଖରେ କାନାଡ଼ାଠାରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଲଣ୍ଡନ ଠାରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଛି ।

What's Your Reaction?

like

dislike

love

funny

angry

sad

wow