ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡ଼ରେ ଓଡ଼ିଶାର ଅମିତ, ଶିଳାନନ୍ଦ, ସୁନେଲିତା, ଅନମୋଲ

କନକ ବ୍ୟୁରୋ: ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡ଼ରେ ଓଡ଼ିଶାର ୪ ଜଣ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା, ସୁନେଲିତା ଟୋପ୍ପୋ ଓ ଅନମୋଲ ଏକ୍କା ରହିଛନ୍ତି । ଅମିତ ବର୍ଷର ଶ୍ରେଷ୍ଠ ଡିଫେଣ୍ଡର (ଫର୍ଗତ ସିଂହ) ପୁରସ୍କାର ଲାଗି ସଞ୍ଜୟ, ଯୁଗରାଜ ସିଂହ ଓ ହର୍‌ମନ୍‌ପ୍ରୀତ ସିଂହଙ୍କ ସହ ରହିଛନ୍ତି । ଶ୍ରେଷ୍ଠ ଫରୱାର୍ଡ (ଧନରାଜ ପିଲେ) ପୁରସ୍କାର ଦୌଡ଼ରେ ସୁଖଜିତ ସିଂହ, ଅଭିଷେକ, ନବନୀତ ‌କୌରଙ୍କ ସହ ଶିଳାନନ୍ଦ ରହିଛନ୍ତି । ୨୧ ବର୍ଷରୁ କମ୍‌ ଶ୍ରେଷ୍ଠ ଖେଳାଳି (ଅସୁନ୍ତା ଲାକ୍ରା) ପୁରସ୍କାର ମହିଳା ଲାଗି ସୁନେଲିତାଙ୍କ ସହ ସାକ୍ଷୀ ରାଣା, ଜ୍ୟୋତି ସିଂହ ଓ କନିକା ସିୱଚ ରହିଥିଲା ବେଳେ ପୁରୁଷରେ ଅନମୋଲଙ୍କ ସହ ପ୍ରିନ୍ସଦୀପ ସିଂହ, ମନମୀତ ସିଂହ ଓ ଅର୍ଶଦୀପ ସିଂହ ରହିଛନ୍ତି ।  ଏହା ବି ପଢ଼ନ୍ତୁ: ଆର୍‌ସିବି ୱାର୍ମଅପ୍‌ରେ ବିରାଟଙ୍କ ୨୪୧ ଷ୍ଟ୍ରାଇକ୍‌ରେଟ୍‌ରେ ବ୍ୟାଟିଂ   

Mar 24, 2026 - 11:19
 0  1
ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡ଼ରେ ଓଡ଼ିଶାର ଅମିତ, ଶିଳାନନ୍ଦ, ସୁନେଲିତା, ଅନମୋଲ

କନକ ବ୍ୟୁରୋ: ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡ଼ରେ ଓଡ଼ିଶାର ୪ ଜଣ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା, ସୁନେଲିତା ଟୋପ୍ପୋ ଓ ଅନମୋଲ ଏକ୍କା ରହିଛନ୍ତି । ଅମିତ ବର୍ଷର ଶ୍ରେଷ୍ଠ ଡିଫେଣ୍ଡର (ଫର୍ଗତ ସିଂହ) ପୁରସ୍କାର ଲାଗି ସଞ୍ଜୟ, ଯୁଗରାଜ ସିଂହ ଓ ହର୍‌ମନ୍‌ପ୍ରୀତ ସିଂହଙ୍କ ସହ ରହିଛନ୍ତି । ଶ୍ରେଷ୍ଠ ଫରୱାର୍ଡ (ଧନରାଜ ପିଲେ) ପୁରସ୍କାର ଦୌଡ଼ରେ ସୁଖଜିତ ସିଂହ, ଅଭିଷେକ, ନବନୀତ ‌କୌରଙ୍କ ସହ ଶିଳାନନ୍ଦ ରହିଛନ୍ତି । ୨୧ ବର୍ଷରୁ କମ୍‌ ଶ୍ରେଷ୍ଠ ଖେଳାଳି (ଅସୁନ୍ତା ଲାକ୍ରା) ପୁରସ୍କାର ମହିଳା ଲାଗି ସୁନେଲିତାଙ୍କ ସହ ସାକ୍ଷୀ ରାଣା, ଜ୍ୟୋତି ସିଂହ ଓ କନିକା ସିୱଚ ରହିଥିଲା ବେଳେ ପୁରୁଷରେ ଅନମୋଲଙ୍କ ସହ ପ୍ରିନ୍ସଦୀପ ସିଂହ, ମନମୀତ ସିଂହ ଓ ଅର୍ଶଦୀପ ସିଂହ ରହିଛନ୍ତି । 

ଏହା ବି ପଢ଼ନ୍ତୁ: ଆର୍‌ସିବି ୱାର୍ମଅପ୍‌ରେ ବିରାଟଙ୍କ ୨୪୧ ଷ୍ଟ୍ରାଇକ୍‌ରେଟ୍‌ରେ ବ୍ୟାଟିଂ


  

What's Your Reaction?

like

dislike

love

funny

angry

sad

wow