ଭୟଙ୍କର ସେନା ବିମାନ ଦୁର୍ଘଟଣା : ୩୪ ଯବାନଙ୍କ ମୃତ୍ୟୁ

କନକ ବ୍ୟୁରୋ : କଲମ୍ୱିଆରେ ଭୟଙ୍କର ବିମାନ ଦୁର୍ଘଟଣା । ଦକ୍ଷିଣ ଆମେରିକୀୟ ଦେଶ କଲମ୍ୱିଆରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ୩୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ : ଆସାମରେ ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଅଘଟଣ ବିମାନରେ ୧୧୦ ଜଣ ଯବାନ ଥିଲେ। ଉଡ଼ାଣ ଆରମ୍ଭ କରିବା ପରେ ପରେ ଜଙ୍ଗଲରେ ଖସିପଡ଼ିଥିଲା । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ, ବିମାନ ଖସିପଡ଼ିବା ପରେ ହୁତୁ ହୁତୁ ହୋଇ ଜଳିଯାଇଥିଲା । ଇକ୍ୱେଡର ସୀମାକୁ ଲାଗିଥିବା ପୁଏଟ୍ରୋ ଲିଗୁଇଜାମୋରୁ ଉଡ଼ାଣ ଆରମ୍ଭ କରିଥିଲା ଏହି ହରକୁଲେସ ବିମାନ । 

Mar 24, 2026 - 11:19
 0  1
ଭୟଙ୍କର ସେନା ବିମାନ ଦୁର୍ଘଟଣା : ୩୪ ଯବାନଙ୍କ ମୃତ୍ୟୁ

କନକ ବ୍ୟୁରୋ : କଲମ୍ୱିଆରେ ଭୟଙ୍କର ବିମାନ ଦୁର୍ଘଟଣା । ଦକ୍ଷିଣ ଆମେରିକୀୟ ଦେଶ କଲମ୍ୱିଆରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ୩୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ : ଆସାମରେ ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଅଘଟଣ

ବିମାନରେ ୧୧୦ ଜଣ ଯବାନ ଥିଲେ। ଉଡ଼ାଣ ଆରମ୍ଭ କରିବା ପରେ ପରେ ଜଙ୍ଗଲରେ ଖସିପଡ଼ିଥିଲା । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ, ବିମାନ ଖସିପଡ଼ିବା ପରେ ହୁତୁ ହୁତୁ ହୋଇ ଜଳିଯାଇଥିଲା । ଇକ୍ୱେଡର ସୀମାକୁ ଲାଗିଥିବା ପୁଏଟ୍ରୋ ଲିଗୁଇଜାମୋରୁ ଉଡ଼ାଣ ଆରମ୍ଭ କରିଥିଲା ଏହି ହରକୁଲେସ ବିମାନ । 

What's Your Reaction?

like

dislike

love

funny

angry

sad

wow